ରଣପୁର
ଦେଖଣା
ରଣପୁର
ଉଚ୍ଚାରଣ
[ସମ୍ପାଦନା]ଦେଶଜ - ବିଶେଷ୍ୟ -
[ସମ୍ପାଦନା]ଗୋଟିଏ ଓଡ଼ିଆ ଗଡ଼ଜାତ —Name of an Oriya State.
[ଦ୍ରଷ୍ଟବ୍ୟ —ଅତି ପ୍ରାଚୀନ କାଳରେ 'ରଣାସୁର' ନାମରେ ଜଣେ ରାକ୍ଷସ ଏଠାରେ ବାସ କରୁଥିବାରୁ ରାଜ୍ୟର ନାମ ରଣପୁର ହୋଇଥିଲା ପ୍ରବାଦ ଅଛି, ବାସୁର ବାସୁକ ନାମକ ଜଣେ ଶିକାରୀ ୩୭: ବର୍ଷରେ ତଳେ ଏହି ରାଜ୍ୟ ସ୍ଥାପନ କରିଥିଲେ (କୃପାସିନ୍ଧୁ ଇତିହାସ) ଏ ରାଜବଂଶର ସନ୍ତଜ ତରବାରୀ (ଜଗବନ୍ଧୁ ପ୍ରାଚୀନ ଉତ୍କଳ)]