Jump to content

ରଣପୁରୀ ଜଥା

ଉଇକିଅଭିଧାନ‌ରୁ

ରଣପୁରୀ ଜଥା

ଉଚ୍ଚାରଣ

[ସମ୍ପାଦନା]

(ରଣପୁରୀ ଯୋଡ଼—ଅନ୍ୟରୂପ)

ଦେଶଜ - ବିଶେଷ୍ୟ -

[ସମ୍ପାଦନା]

ରଣପୁର ଗଡ଼ଜାତରେ ପ୍ରସ୍ତୁତ ଟସରର ଫୁଲ— ଧଡ଼ି ବିଶିଷ୍ଟ ସୁନ୍ଦର ଧୋତି ଓ ଚାଦର— (ଏକତ୍ର ବୁଣା) —A pair of fine cloths with silk border (lower and upper pieces) woven in one length in the Raṇapur state.

[ଦ୍ରଷ୍ଟବ୍ୟ —ଏହିପରି ରଣପୁରୀ ଶାଢ଼ୀ, ରଣପୁରୀ ଫେଟା, ରଣପୁରୀ ଦୋପଟା, ରଣପୁରୀ ପାଛୁଡ଼ା, ରଣପୁରୀ ଲୁଗା ଆଦି ଶବ୍ଦ ହୁଏ)