ରଣଭଣ
ଦେଖଣା
ରଣଭଣ
ଉଚ୍ଚାରଣ
[ସମ୍ପାଦନା]ଧ୍ୱନି (ମାନକ ଓଡ଼ିଆ) (file)
ଅନୁବାଦ
[ସମ୍ପାଦନା]ରଣଭଣ
|
ଦେଶଜ - ଅ
[ସମ୍ପାଦନା]- ୧. ଅସ୍ତ ବ୍ୟସ୍ତ ବା ଖେଳିଆ ହୋଇ ଏଣେ ତେଣେ ପଡ଼ିଥିବା —୧. Scattered pellmell; strewn on all sides.
[ଉ—ମୂଷା ମାଟି ରଣ ଭଣ, ବିରାଡି ଗୁହ ଶଣ ଶଣ କାହାଣୀ—ଗୀତ]
- ୨. ଖାଦ୍ୟରେ ବା ସଢ଼ା ପଦାର୍ଥରେ ବହୁ ପରିମାଣରେ ମାଛି ବେଢ଼ିବାର ଅବସ୍ଥା — ୨. The state of food being putried and infested with fleas.
- ୩. ଓଳିଆ ନ ହୋଇଥିବା ଆଳିଆ ପୂର୍ଣ୍ଣ ଅବସ୍ଥା —୩. Dirty, uncleaned and nasty condition of a house.
- ୪. ଅସ୍ତବ୍ୟସ୍ତ; ବ୍ୟତିବ୍ୟସ୍ତ; ବିବତ —୪. Too much troubled; confused; pellmell.
[ଉ—ଅର୍ଜୁନ ବାଣ ପାଇ ତୁମ୍ଭ ସେନାଗଣ, ପାଳାଉଛନ୍ତି କର୍ଣ୍ଣ ହୋଇ ରଣ ଭଣ କୃଷ୍ଣସିଂହ. ମହାଭାରତ. କର୍ଣ୍ଣ]
- ୫. ହଟହଟା — ୫. Afflicted; troubled.
[ଉ—ସ୍ନେହ ପାଶକୁ ବଢ଼ାଇଣ, କିପାଇଁ କରୁ ରଣ ଭଣ ଜଗନ୍ନାଥ. ଭାଗବତ]