ରଣରଣ
ଦେଖଣା
ରଣରଣ
ଉଚ୍ଚାରଣ
[ସମ୍ପାଦନା]ଧ୍ୱନି (ମାନକ ଓଡ଼ିଆ) (file)
ସଂସ୍କୃତ - ବିଶେଷ୍ୟ - (ରଣ=ଯୁଦ୍ଧ. ଦ୍ୱିତ୍ୱ)
[ସମ୍ପାଦନା]- ୧. ଅପହୃତ ବା ନଷ୍ଟ ବସ୍ତୁ ପାଇଁ ଅନୁଶୋଚନା —୧. Regret for a lost or stolen thing.
- ୨. ଉତ୍କଣ୍ଠା — ୨. Eagerness; hankering.
- ୩. ଦୁର୍ଭାବନା — Anxiety.
- ୪. ପ୍ରିୟବସ୍ତୁର ପ୍ରାପ୍ତି ପାଇଁ ଉତ୍କଣ୍ଠା ବା ଲାଳସା —୪. Longing or anxiety for some beloved object (M.W.)
- ୫. କନ୍ଦର୍ପ; କାମ — ୫. Cupid.
- ୬. ପ୍ରେମ; ପ୍ରଣୟ —୬. Love.
- ୭. ଲଚ୍ଛା —୭. Desire.
- ୮. ମଶକ; ମଶା —୮. Gnat; mosquito (Apte)
ଅନୁବାଦ
[ସମ୍ପାଦନା]ଦେଶଜ - ଅ
[ସମ୍ପାଦନା]- ୧. ରଣଝଣ ଶବ୍ଦ —୧. Jingling sound.
[ଉ—ବଜାଇ ରଣ— ରଣ ବାଜେଣୀ ବଳା ରାଧାନାଥ. ମେଘଦୂତ]
- ୨. ଝଣଝଣି; ଯୁଦ୍ଧାସ୍ତ୍ରର ଝଣ ଝଣ ଶବ୍ଦ —୨. Jingiling of war weapons;