ରଣସିଂହ
ଦେଖଣା
ରଣସିଂହ
ଉଚ୍ଚାରଣ
[ସମ୍ପାଦନା]ଧ୍ୱନି (ମାନକ ଓଡ଼ିଆ) (file)
ସଂସ୍କୃତ - ବିଶେଷ୍ୟ - (୭ମୀ ତତ୍, ରଣ+ସିଂହ=ପରାକ୍ରମୀ)
[ସମ୍ପାଦନା]ଯୁଦ୍ଧକ୍ଷେତ୍ରରେ ସିଂହ ପରି ବିକ୍ରମ ପ୍ରକାଶ କରିବା ବ୍ୟକ୍ତି —A valiant warrior.
ଦେଶଜ - ବିଶେଷ୍ୟ -
[ସମ୍ପାଦନା]- ୧. କ୍ଷତ୍ରିୟମାନଙ୍କର ଉପାଧିବିଶେଷ —୧. A title of some Kshatriyas.
- ୨. ବୀର ବ୍ୟକ୍ତିକୁ ଦିଆଯିବା ଉପାଧି —୨. A tilte given to a heroic and valiant person.