Jump to content

ରଣିତ

ଉଇକିଅଭିଧାନ‌ରୁ

ରଣିତ

ଉଚ୍ଚାରଣ

[ସମ୍ପାଦନା]
  • (file)

ସଂସ୍କୃତ - ବିଶେଷଣ - (ରଣ ଧାତୁ=ଶବ୍ଦ କରିବା+କର୍ମ. ତ)

[ସମ୍ପାଦନା]
୧. ଶବ୍ଦିତ — Sounded.
୨. (ରଣ+ କୃତାର୍ଥେ. ଇତ) କୃତରଣ —୨. One who has fought.

ସଂସ୍କୃତ - ବିଶେଷ୍ୟ - (ରଣ୍ ଧାତୁ+ଭାବ. ତ)

[ସମ୍ପାଦନା]
୧. ଧ୍ୱନି; ଶବ୍ଦ —୧. Sound; noise.
୨. କ୍ୱଣନ; ରଣ — ଝଣ ଶବ୍ଦ — Rattling of jingling sound (Apte)