ରଣିଫୁଲପରି ଜହ୍ନ ପଡ଼ିଛି
ଦେଖଣା
ରଣିଫୁଲପରି ଜହ୍ନ ପଡ଼ିଛି
ଉଚ୍ଚାରଣ
[ସମ୍ପାଦନା]ଅନୁବାଦ
[ସମ୍ପାଦନା]ରଣିଫୁଲପରି ଜହ୍ନ ପଡ଼ିଛି
|
ଦେଶଜ - ବାକ୍ୟ
[ସମ୍ପାଦନା]ତୋଫା ବା ନିର୍ମଳ ରୂପରେ ଚନ୍ଦ୍ର କିରଣ ପଡ଼ିଛି —A brilliant moonlit night.
[ଦ୍ରଷ୍ଟବ୍ୟ —ରଣ (ଣି)ଫୁଲ ନାମରେ କୌଣସି ଫୁଲ ନାହିଁ, କିନ୍ତୁ ନିର୍ମଳ ଶରଚ୍ଚନ୍ଦ୍ର କିରଣ ପଡ଼ିଲେ ଲୋକେ ଜ୍ୟୋତ୍ସାକୁ ରଣ(ଣି)ଫୁଲ ସଙ୍ଗେ ତୁଳନା କରନ୍ତି]