ରଣି ଫୁଲ
ନିର୍ମଳ ଚନ୍ଦ୍ର କିରଣ ସଙ୍ଗେ ତୁଳନା କରାଯିବା ଏକପ୍ରକାର ଶୁଭ୍ରପୁଷ୍ପ; ରଣଫୁଲ — A flower named in comparing bright moonlight.
(ଯଥା—ଆଜି ରଣି ଫୁଲ ପରି ଜହ୍ନ ପଡ଼ିଛି)