Jump to content

ରଣୈଷୀ

ଉଇକିଅଭିଧାନ‌ରୁ

ରଣୈଷୀ

ଉଚ୍ଚାରଣ

[ସମ୍ପାଦନା]

(ରଣୋତ୍ସୁକ, ରଣୋଦ୍ଦାମ—ଅନ୍ୟରୂପ)

(ରଣୈଷିଣୀ; ରଣୋତ୍ସୁକା—ସ୍ତ୍ରୀ) 

ସଂସ୍କୃତ - ବିଶେଷଣ - ପୁଂ. (ରଣ+ଇଷ୍ ଧାତୁ+କର୍ତ୍ତୃ. ଇନ୍)

[ସମ୍ପାଦନା]

ଯୁଦ୍ଧ କରିବାକୁ ଇଛୁକ —Eager for battle.