Jump to content

ରଣୋତ୍କଟ

ଉଇକିଅଭିଧାନ‌ରୁ

ରଣୋତ୍କଟ

ଉଚ୍ଚାରଣ

[ସମ୍ପାଦନା]
(ରଣୋତ୍କଟା—ସ୍ତ୍ରୀ) 

ସଂସ୍କୃତ - ବିଶେଷଣ - ପୁଲିଙ୍ଗ - (୭ମୀ ତତ୍)

[ସମ୍ପାଦନା]

ଯୁଦ୍ଧରେ ଉନ୍ମତ୍ତ — Furious or mad in battle.

ସଂସ୍କୃତ - ବିଶେଷ୍ୟ -

[ସମ୍ପାଦନା]
୧. ସ୍କନ୍ଦାନୁଚର ବିଶେଷ — Name of an attendant of Skanda.
୨. ଦୈତ୍ୟ ବିଶେଷ (ହରି ବଂଶ) —୨. Name of a demon.