ରଣ୍ଡୀବାଜ୍
ଦେଖଣା
ରଣ୍ଡୀବାଜ୍
ଉଚ୍ଚାରଣ
[ସମ୍ପାଦନା]ଧ୍ୱନି (ମାନକ ଓଡ଼ିଆ) (file)
ଅନୁବାଦ
[ସମ୍ପାଦନା]ରଣ୍ଡୀବାଜ୍
|
(ରଣ୍ଡୀବାଜିଆ—ଅନ୍ୟରୂପ)
ଦେଶଜ - ବିଶେଷଣ - ପୁଂ—(ସଂସ୍କୃତ - ରଣ୍ଡୀ+ଫାରାସୀ - ପ୍ରତ୍ୟୟ ବାଜ୍)
[ସମ୍ପାଦନା]- ୧. କାମୁକ —୧. Amorous.
- ୨. ବେଶ୍ୟାପ୍ରିୟ — ୨. Addicted to whores; whoremonger.
- ୩. ସ୍ତ୍ରୀ— ଆସକ୍ତ; ସ୍ତ୍ରୈଣ —୩. Addicted to female society.
- ୪. ଲମ୍ପଟ; ପରସ୍ତ୍ରୀରତ —୪. Adulterous; lecherous; lewd.