ରଣ କଣ୍ଡୂ
ଯୁଦ୍ଧ କରିବା ପାଇଁ ଆଗ୍ରହ —Itching or eagerness to fight.
(ଉ—ଭୂଷି ଦେଲେ ତାଙ୍କ ଗଳେ ସୂତୀକ୍ଷ୍ଣ କଟାରି, ଖଣ୍ଡି ତାଙ୍କ ରଣ କଣ୍ଡୁ, ଚିରଦିନ ଲାଗି ରାଧାନାଥ. ମହାଯାତ୍ରା)