ରଣ କୁହୁଡ଼ି
ଦେଖଣା
ରଣ କୁହୁଡ଼ି
ଉଚ୍ଚାରଣ
[ସମ୍ପାଦନା]ଅନୁବାଦ
[ସମ୍ପାଦନା]ରଣ କୁହୁଡ଼ି
|
ରଣକୁଆ, ରଣକୁଆ (ହା)ସା—ଅନ୍ୟରୂପ
ଦେଶଜ - ବିଶେଷ୍ୟ -
[ସମ୍ପାଦନା]ଦିନରେ ମେଘାଚ୍ଛନ୍ନ ହୋଇ କୁହୁଡ଼ି ଘୋଟିବା ପାଗ —A sort of mist during daytime creeping in cloudy weather.
[ଦ୍ରଷ୍ଟବ୍ୟ —ରଣକୁହୁଡ଼ି ଦେଶରେ ଆଶୁ ମଡ଼କ ଓ ଦୁର୍ଭିକ୍ଷର ସୂଚକ ବୋଲି ଲୋକ— ବିଶ୍ୱାସ]