ରଣ ଘଣ୍ଟା
ଦେଖଣା
ରଣ ଘଣ୍ଟା
ଉଚ୍ଚାରଣ
[ସମ୍ପାଦନା]ପ୍ରାଦେଶିକ - (ଗଞ୍ଜାମ) ବି—(ସମ୍ୱଲପୁର ତାଳଖାଇ ନାଟ ପରି)
[ସମ୍ପାଦନା]ଗଞ୍ଜାମର ଉତ୍ତର ପ୍ରାନ୍ତ କୋକଲବା ମୁଠାରେ ଦୋଳପୂର୍ଣ୍ଣିମା ସମୟରେ ଇତର ଲୋକଙ୍କ ମଧ୍ୟରେ ହେଉଥିବା ନାଟ ବା ଉତ୍ସବ —Pantomine or festival held at the tinme of Dolapurnimā at Kolkalbā in Ganjam.
[ଦ୍ରଷ୍ଟବ୍ୟ —ଗ୍ରାମର ସବୁ ଯୁବତୀ (ଏପରିକି, ପହିଲିପାଳି ଆସିଥିବା ନବବଧୂମାନେ ମଧ୍ୟ) ଏ ଉତ୍ସବରେ ଯୋଗ ଦେବାକୁ ବାଧ୍ୟ ଏଥିରେ ଯୁବତୀମାନେ କୁରୁଚିପୂର୍ଣ୍ଣ ଓ ଅଶ୍ଳୀଳ ଗୀତମାନ ବୋଲି ନାଚନ୍ତି ଏଥିରେ ଯୋଗ ନ ଦେବା ବ୍ୟକ୍ତିକୁ ବର୍ଷକ ମଧ୍ୟରେ ବାଘ ଖାଇବ ବୋଲି ଲୋକଙ୍କ ମଧ୍ୟରେ ଗୋଟିଏ କୁସଂସ୍କାର ଅଛି]
ପ୍ରାଦେଶିକ - (ବାମଣ୍ଡା) ବିଶେଷ୍ୟ -
[ସମ୍ପାଦନା]ବାଦୁଡ଼ି —Bat.