ରଣ ଝଣ (ଣି)
ରଣ ଝଣ (ଣି)
ଉଚ୍ଚାରଣ
[ସମ୍ପାଦନା]ଅନୁବାଦ
[ସମ୍ପାଦନା]
|
ଦେଶଜ - ଅ (ଧ୍ୱନ୍ୟନୁକରଣ) (ରଣ୍ ଧାତୁ)
[ସମ୍ପାଦନା]ଧାତୁମୟ ଅଳଙ୍କାରର ଓ ମୁଦ୍ରାଦିର ପରସ୍ପର ଘର୍ଷଣ ଶବ୍ଦ — Jingling sound of ornaments or coins.
(ଉ—ରଣଝଣ ହୋଏ ଖଞ୍ଜା ପାହୁଡ଼ ଚରଣେ—ଭଞ୍ଜ. ଲାବଣ୍ୟବତୀ)
[ଦ୍ରଷ୍ଟବ୍ୟ —ଗୁଡ଼ିଏ ଅଳଙ୍କାର ପିନ୍ଧି ଚାଲିଲାବେଳେ ରଣଝଣ ଧ୍ୱନି ହୁଏ ଟଙ୍କା ପଇସାକୁ ଉପର୍ଯ୍ୟୁପରି ଗଣିଲାବେଳେ ରଣଝଣ ଶବ୍ଦ ହୁଏ 'ରଣଝଣ' ଠାରୁ 'ରୁଣଝୁଣୁ' ଅନୁଚ୍ଚ ଓ ମଧୁରତର ଶବ୍ଦ]
ଅନୁବାଦ
[ସମ୍ପାଦନା]ଦେଶଜ - ବିଶେଷ୍ୟ -
[ସମ୍ପାଦନା]- ୧. ପ୍ରଚଣ୍ଡ ସୂର୍ଯ୍ୟକିରଣରେ ସମ୍ପୂର୍ଣ୍ଣରୂପେ ଶୁଖିଯିବା ଅବସ୍ଥା — ୧. The state of a thing being dried up completely by the sun.
- ୨. ଧନଦରବ; ନଗଦ ଟଙ୍କା; ଟଙ୍କା କଉଡ଼ି —୨. Hard cash; riches in the shape of money.
[ଉ—ରଣ ଝଣ (ଚଳନ୍ତି ସମ୍ପତ୍ତି=ଟଙ୍କା କଉଡ଼ି) କାହିଁଯିବ, ମାଟି ଗୋଡ଼ି (ଭୂମି ବାଡ଼ି =ଭୂସମ୍ପତ୍ତି)ପଡ଼ିଥିବ—ଢଗ]
ରଣ ଝଣ (ଣି)
ଉଚ୍ଚାରଣ
[ସମ୍ପାଦନା]ଅନୁବାଦ
[ସମ୍ପାଦନା]
|
ଦେଶଜ - ଅ (ଧ୍ୱନ୍ୟନୁକରଣ) (ରଣ୍ ଧାତୁ)
[ସମ୍ପାଦନା]ଧାତୁମୟ ଅଳଙ୍କାରର ଓ ମୁଦ୍ରାଦିର ପରସ୍ପର ଘର୍ଷଣ ଶବ୍ଦ — Jingling sound of ornaments or coins.
(ଉ—ରଣଝଣ ହୋଏ ଖଞ୍ଜା ପାହୁଡ଼ ଚରଣେ—ଭଞ୍ଜ. ଲାବଣ୍ୟବତୀ)
[ଦ୍ରଷ୍ଟବ୍ୟ —ଗୁଡ଼ିଏ ଅଳଙ୍କାର ପିନ୍ଧି ଚାଲିଲାବେଳେ ରଣଝଣ ଧ୍ୱନି ହୁଏ ଟଙ୍କା ପଇସାକୁ ଉପର୍ଯ୍ୟୁପରି ଗଣିଲାବେଳେ ରଣଝଣ ଶବ୍ଦ ହୁଏ 'ରଣଝଣ' ଠାରୁ 'ରୁଣଝୁଣୁ' ଅନୁଚ୍ଚ ଓ ମଧୁରତର ଶବ୍ଦ]
ଅନୁବାଦ
[ସମ୍ପାଦନା]ଦେଶଜ - ବିଶେଷ୍ୟ -
[ସମ୍ପାଦନା]- ୧. ପ୍ରଚଣ୍ଡ ସୂର୍ଯ୍ୟକିରଣରେ ସମ୍ପୂର୍ଣ୍ଣରୂପେ ଶୁଖିଯିବା ଅବସ୍ଥା — ୧. The state of a thing being dried up completely by the sun.
- ୨. ଧନଦରବ; ନଗଦ ଟଙ୍କା; ଟଙ୍କା କଉଡ଼ି —୨. Hard cash; riches in
the shape of money.