ରଣ ତୂରୀ
ରଣତୂର୍ଯ୍ୟ, ରଣଭୋରୀଅନ୍ୟରୂପ ===
ସମର ବାଦ୍ୟ; ଯୋଦ୍ଧାମାନଙ୍କୁ ଉତ୍ସାହିତ କରିବା ପାଇଁ ଯୁଦ୍ଧକ୍ଷେତ୍ରରେ ବଜାଯିବା ନାନାପ୍ରକାରର ବାଦ୍ୟ —War drums etc.
ଯୁଦ୍ଧରେ ବଜାଯିବା କାହାଳୀ —War trumpet.