ରଣ ଧୀର
(ରଣଧୀରା—ସ୍ତ୍ରୀ)
(ରଣଧୀରତା—ବି)
ଯୁଦ୍ଧରେ ଅଟଳ ବା ସ୍ଥିର — Calm during a battle; maintaning calmness during fight.
ବୀରପୁରୁଷଙ୍କୁ ରାଜଦତ୍ତ ଉପାଧି ବିଶେଷ —A title given to a heroic person.