ରଣ ପଣ୍ଡିତ
ରଣ କୋବିତ, ରଣମାର୍ଗ କୋବିଦଅନ୍ୟରୂପ
(ରଣପଣ୍ଡିତା—ସ୍ତ୍ରୀ)
(ରଣ ପାଣ୍ଡିତ୍ୟ—ବି)
ରଣ କୁଶଳ; ଯୁଦ୍ଧବିଦ୍ୟାରେ ଅଭିଜ୍ଞ —Veteran war; expert in the art of war.
ଯୋଦ୍ଧା — A warrior (M.W.)