ରଣ ପୋତ
ଦେଖଣା
ରଣ ପୋତ
ଉଚ୍ଚାରଣ
[ସମ୍ପାଦନା](ରଣ ଜାହାଜ—ଦେଶଜ - ରୂପ)
ସଂସ୍କୃତ - ବିଶେଷ୍ୟ -
[ସମ୍ପାଦନା]ରଣତରୀ (ଦେଖ) - —Raṇatarī (See)
[ଦ୍ରଷ୍ଟବ୍ୟ —ଆଜିକାଲି ପାଶ୍ଚାତ୍ୟ ସଭ୍ୟତାପ୍ରାପ୍ତ ଜାତିମାନେ ଉଡ଼ା, ବୁଡ଼ା, ଭସା ଆଦି ନାନା— ପ୍ରକାରର ଓ ଆକାରର ଏବଂ ନାନାରୂପେ ଆକ୍ରମଣାର୍ଥ ଓ ଆତ୍ମରକ୍ଷାର୍ଥ ସଜ୍ଜିତ ରଣପୋତମାନ ପ୍ରସ୍ତୁତ କରୁଅଛନ୍ତି ଯଥା: —Battleship; cruiser; dread- nought, torpedo, seaplane.]