ରଣ ପ୍ରତ୍ୟାଗତ
(ରଣ ପ୍ରତ୍ୟାବୃତ୍ତ—ଅନ୍ୟରୂପ)
(ରଣ ପ୍ରତ୍ୟାଗତ—ସ୍ତ୍ରୀ)
କର୍ତ୍ତବ୍ୟସାଧନ ପୂର୍ବକ ଯୁଦ୍ଧକ୍ଷେତ୍ରରୁ ଫେରି ଆସିଥିବା (ଯୋଦ୍ଧା) — (warrior) Returned from the battle-field.