ରଣ ପ୍ରିୟ
ଦେଖଣା
ରଣ ପ୍ରିୟ
ଉଚ୍ଚାରଣ
[ସମ୍ପାଦନା](ରଣ ରସିକ—ଅନ୍ୟରୂପ)
ରଣ ପ୍ରିୟା, ରଣରସିକା——ସ୍ତ୍ରୀ
ସଂସ୍କୃତ - ବିଶେଷଣ - ପୁଂ—(ବହୁବ୍ରୀହି, ରଣ+ପ୍ରିୟ)
[ସମ୍ପାଦନା]ଯେ ଯୁଦ୍ଧ କରିବାକୁ ସୁଖପାଏ —Warlike; martial; fond of war.
ସଂସ୍କୃତ - ବିଶେଷ୍ୟ -
[ସମ୍ପାଦନା]- ୧. ଛଞ୍ଚାଣ —୧. Falcon (Apte).
- ୨. ସୁଗନ୍ଧ ମୂଳବିଶେଷ; ବେଣାଚର — ୨. The fragrant root of Andropogen Muricatus.