Jump to content

ରଣ ଭଙ୍ଗ

ଉଇକିଅଭିଧାନ‌ରୁ

ରଣ ଭଙ୍ଗ

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବିଶେଷ୍ୟ - (୭ମୀ ତତ୍)

[ସମ୍ପାଦନା]
୧. ଯୁଦ୍ଧକ୍ଷେତ୍ରରେ ସମ୍ପୂର୍ଣ୍ଣ ପରାଜୟ —୧. A complete defeat in the battle field.
୨. ସୈନ୍ୟମାନଙ୍କର ଛତ୍ର ଭଙ୍ଗ — ୨. A rout.
୩. ଯୁଦ୍ଧରୁ ପଳାଇଯିବା —୩. Fleeing away from the battle-field.
୪. (୬ଷ୍ଠୀ ତତ୍) ଯୁଦ୍ଧର ବିରତି; ରଣ ନିବୃତ୍ତି —୪. Cessation of hostilities; atmistice.

ସଂସ୍କୃତ - ବିଶେଷଣ - ପୁଲିଙ୍ଗ - (ବହୁବ୍ରୀହି)

[ସମ୍ପାଦନା]
୧. ରଣକ୍ଷେତ୍ରରୁ ପଳାୟିତ —୧. Fleeing from the battle-field; fugitive.
୨. ରଣରୁ ବିରତ — ୨. Refraining from fighting.