Jump to content

ରଣ ମତ୍ତ

ଉଇକିଅଭିଧାନ‌ରୁ

ରଣ ମତ୍ତ

ଉଚ୍ଚାରଣ

[ସମ୍ପାଦନା]
(ରଣ ମତ୍ତା—ସ୍ତ୍ରୀ) 

(ରଣ ମତ୍ତତା—ବି)

ସଂସ୍କୃତ - ବିଶେଷଣ - ପୁଲିଙ୍ଗ - (୭ମୀ ତତ୍)

[ସମ୍ପାଦନା]

ଯୁଦ୍ଧରେ ମାତିଥିବା — Engrossed in fighting; intoxicated with the fury of war.

ସଂସ୍କୃତ - ବିଶେଷ୍ୟ -

[ସମ୍ପାଦନା]

ହସ୍ତୀ —Elephant.