ରଣ ମୁଖ
ଦେଖଣା
ରଣ ମୁଖ
ଉଚ୍ଚାରଣ
[ସମ୍ପାଦନା]ରଣମୂର୍ଦ୍ଧା, ରଣ ଶିରଃ—ଅନ୍ୟ ବିଶେଷ୍ୟ - ରୂପ
ସଂସ୍କୃତ - ବିଶେଷଣ - ପୁଲିଙ୍ଗ - (ବହୁବ୍ରୀହି)
[ସମ୍ପାଦନା]ରଣ କରିବା ପାଇଁ ଉତ୍ସୁକ; ରଣୋନ୍ମୁଖ —Eager to fight.
ସଂସ୍କୃତ - ବିଶେଷ୍ୟ -
[ସମ୍ପାଦନା]- ୧. (ରୂପକ) ଯୋଦ୍ଧୃବୃନ୍ଦଙ୍କ ଭକ୍ଷକ ମୃତ୍ୟୁ —୧. The jaws of death.
- ୨. (୬ଷ୍ଠୀ ତତ୍) ଦୁଇ ପକ୍ଷର ସାମନା ସାମନି ଯେଉଁଠାରେ ଯୁଦ୍ଧ ଲାଗିଥାଏ —୨. The front of an army while meeting the opponent; the front of batle; battle-front.
- ୩. ଯେଉଁଠାରେ ତୁମୂଳ ସଂଗ୍ରାମ ଲାଗିଥାଏ — ୩. The brunt of fight.