Jump to content

ରଣ ରଙ୍କ

ଉଇକିଅଭିଧାନ‌ରୁ

ରଣ ରଙ୍କ

ଉଚ୍ଚାରଣ

[ସମ୍ପାଦନା]
[ରଣରଙ୍କା—ସ୍ତ୍ରୀ] 

ସଂସ୍କୃତ - ବିଶେଷଣ - ପୁଂ(୭ମୀ ତତ୍, ଋଣ+ରଙ୍କ=ନୀଚ)

[ସମ୍ପାଦନା]
୧. ରଣକାତର; ରଣଭୀରୁ —୧. Fearing to fight.
୨. ଯୁଦ୍ଧପ୍ରିୟ; ରଣଲୋଲୁପ — ୨. Eagerly wishing to be engaged in battle.

[ଉ—କପିଳାସ ଖୋଲ ନିବାସୀ ଶବର, ରଣ— ରଙ୍କ ଢେଙ୍କା ଯା ବଂଶଶେଖର ରାଧାନାଥ. ନନ୍ଦି କେଶ୍ୱରରୀ]

ସଂସ୍କୃତ - ବିଶେଷ୍ୟ -

[ସମ୍ପାଦନା]
୧. ରଣକାତର ହସ୍ତୀ —୧. An elephant unwilling to stand in the battle filed.
୨. ଗଜର ଦନ୍ତଦ୍ୱୟ ମଧ୍ୟସ୍ଥ ମୁଖାଂଶ — ୨. The part of an elephant's face between the tusks.