Jump to content

ରଣ ରଙ୍କା

ଉଇକିଅଭିଧାନ‌ରୁ

ରଣ ରଙ୍କା

ଉଚ୍ଚାରଣ

[ସମ୍ପାଦନା]
[ରଣରଙ୍କୀ—ସ୍ତ୍ରୀ] 

ଅନୁବାଦ

[ସମ୍ପାଦନା]

ଦେଶଜ - ବିଶେଷଣ - ପୁଲିଙ୍ଗ - ଓ ସ୍ତ୍ରୀ (ସଂସ୍କୃତ - ରଣରଙ୍କ)

[ସମ୍ପାଦନା]

ରଣ କରିବାପାଇଁ ଉତ୍ସୁକ; ରଣଲୋଲୁପ —Eagerly wishing to engage in fight.

[ଉ—ବିବିଧ ବାଦ୍ୟ ନାଦେ ପୁରେ ଲଙ୍କା, ଅସୁରେ ହୋଇଛନ୍ତି ରଣରଙ୍କା ବିଶ୍ୱନାଥ. ବିଚିତ୍ରରାମାୟଣ]