ରଣ ରଙ୍ଗ
ଦେଖଣା
ରଣ ରଙ୍ଗ
ଉଚ୍ଚାରଣ
[ସମ୍ପାଦନା]ସଂସ୍କୃତ - ବିଶେଷ୍ୟ - (୭ମୀ ତତ୍)
[ସମ୍ପାଦନା]- ୧. ଯୋଦ୍ଧା ମନରେ ଯୁଦ୍ଧଜନିତ ଆନନ୍ଦ —୧. A warrior's joy derived
from fighting
- ୨. ରଣମତ୍ତତା; ରଣୋନ୍ମାଦ — ୨. Intoxication of or rage for fighting.
- ୩. (୬ଷ୍ଠୀ ତତ୍) ସଂଗ୍ରାମସ୍ଥଳ; ଯୁଦ୍ଧଭୂମି —୩. Scene of battle; battle-field.
- ୪. ନାନାପ୍ରକାରର ଯୁଦ୍ଧକ୍ରିୟା —୪. Acts of fighting.
[ଉ—କର୍ଣ୍ଣ କାଣ୍ଡେ ଛାଡ଼ି ଯିବାର ହାତି ଅଙ୍ଗ, ମାନଙ୍କୁ ପିଙ୍ଗି ଭୀମ କଲେ ରଣଭଙ୍ଗ କୃଷ୍ଣସିଂହ. ମହାଭାରତ. ଦ୍ରୋଣ]
- ୫. ଯୁଦ୍ଧ— କୌଶଳ —୫. Modes of fighting.
- ୬. (ରୂପକ) ରଙ୍ଗ ବା କ୍ରୀଡ଼ାରୂପେ କଳ୍ପିତ ଯୁଦ୍ଧ —୬. Battle compared to a game