Jump to content

ରଣ ରଣକ

ଉଇକିଅଭିଧାନ‌ରୁ

ରଣ ରଣକ

ଉଚ୍ଚାରଣ

[ସମ୍ପାଦନା]

[ରଣରଣିକା—ଅନ୍ୟରୂପ]

ସଂସ୍କୃତ - ବିଶେଷ୍ୟ -

[ସମ୍ପାଦନା]
୧. ନଷ୍ଟବସ୍ତୁ ପାଇଁ ଅନୁଶୋଚନା —୧. Regret for a lost thing.
୨. ଦୁର୍ଭାବନା; ଦୁଶ୍ଚିନ୍ତା —୨. Anxiety.
୩. ଉତ୍କଣ୍ଠା — Eagerness; hankering.
୪. କନ୍ଦର୍ପ; କାମ — ୪. Cupid.

[ଉ—ରଣରଣକ ଦର୍ପ ବାରଣ, ରଣରଣ ନୂପୁର ଚରଣ ଭଞ୍ଜ. ପ୍ରେମସୁଧାନିଧି]

୫. ପ୍ରଣୟାସ୍ପଦ ବ୍ୟକ୍ତିପାଇଁ ମନ ଛନଛନ ହେବା — ୫. Anxiety or uneasiness for one's beloved object (Apte)
୬. ପ୍ରେମଜନିତ କଷ୍ଟ ବା ବେଦନା —୬. Affiction or torment due to love (Apte).