ରଣ ରଣିଆ
ଦେଖଣା
ରଣ ରଣିଆ
ଉଚ୍ଚାରଣ
[ସମ୍ପାଦନା]ଅନୁବାଦ
[ସମ୍ପାଦନା]ରଣ ରଣିଆ
|
ଦେଶଜ - ବିଶେଷଣ -
[ସମ୍ପାଦନା]- ୧. ଅତି ପ୍ରଖରଭାବରେ ପଡ଼ିଥିବା (ଖରା) — ୧. Scorching (sun's rays).
- ୨. ଅତି ପ୍ରଖର ଖରାରେ ନିର୍ଜଳ ରୂପେ ଶୁଖି ଯାଇଥିବା — ୨. Completely dried un by the sun's rays.