ରଣ ରାହୁ
ଦେଖଣା
ରଣ ରାହୁ
ଉଚ୍ଚାରଣ
[ସମ୍ପାଦନା][ରଣରାଉ(ହୁ)ଆ—ଦେଶଜ - ରୂପ]
=== ସଂସ୍କୃତ - ବିଶେଷଣ - (୭ମୀ ତତ୍, ରଣ+ରାହୁ; ଯେଉଁ ବ୍ୟକ୍ତି ରଣରେ ରାହୁ ପରି ପ୍ରଚଣ୍ଡ ତେଜ ଓ ବିକ୍ରମ ପ୍ରକାଶ କରେ ଓ ଶତ୍ରୁକୁ ଗିଳିଲା ପରି ଅନୁମତି ହୁଏ)—
ବୀର —Warlike; heroic; very brave; valiant (person).
ଦେଶଜ - ବିଶେଷ୍ୟ -
[ସମ୍ପାଦନା]- ୧. ଯୋଦ୍ଧା — ୧. Warrior.
- ୨. ବୀର —୨. Herio.