Jump to content

ରଣ ଶଯ୍ୟା

ଉଇକିଅଭିଧାନ‌ରୁ

ରଣ ଶଯ୍ୟା

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବିଶେଷ୍ୟ - (ରୂପକ)

[ସମ୍ପାଦନା]

ସମରକ୍ଷେତ୍ରରୂପ ଶଯ୍ୟା; ଯେଉଁଠାରେ ଯୋଦ୍ଧୃଗଣ ମୃତ ହୋଇ ଶୟନ କରନ୍ତି —The battle-field compared to a bed for the warriors killed in battle.