ରଣ ସଙ୍କୁଳ
ଦେଖଣା
ରଣ ସଙ୍କୁଳ
ଉଚ୍ଚାରଣ
[ସମ୍ପାଦନା]ସଂସ୍କୃତ - ବିଶେଷଣ - (୩ୟା ତତ୍)
[ସମ୍ପାଦନା]ଯେଉଁଠାରେ ଘୋର ଋଣ ଲାଗିଥାଏ; ଯୁଦ୍ଧଦ୍ୱାରା ବ୍ୟାପ୍ତ (ସ୍ଥାନ) — (a palce) where battle is ragning.
(ରଣ ସଂରମ୍ଭ—ଅନ୍ୟ ବିଶେଷ୍ୟ - ରୂପ)
ସଂସ୍କୃତ - ବିଶେଷ୍ୟ -
[ସମ୍ପାଦନା]- ୧. ଘୋର ଯୁଦ୍ଧ ଲାଗିଥିବା ଯୁଦ୍ଧ କ୍ଷେତ୍ରରେ ଅଂଶ — ୧. A part of the battlefield where furious fight is raging.
- ୨. ତୁମୁଳ ସଂଗ୍ରାମ — ୨. Furious fighting; tumultuous combat; the rage of battle; the thick of the fight.