Jump to content

ରଣ ସଜ୍ଜା

ଉଇକିଅଭିଧାନ‌ରୁ

ରଣ ସଜ୍ଜା

ଉଚ୍ଚାରଣ

[ସମ୍ପାଦନା]

(ରଣ ସଜ୍ଜିତ—ବିଣ)

ସଂସ୍କୃତ - ବିଶେଷ୍ୟ - (୪ର୍ଥୀ ତତ୍; ରଣାର୍ଥ. ସଜ୍ଜା)

[ସମ୍ପାଦନା]
୧. ଯୁଦ୍ଧ ପାଇଁ ଆୟୋଜନ; ଯୁଦ୍ଧସଜ୍ଜା —୧. Preliminary preparations for war; warlike praparations.
୨. ବୀର ବେଶ —୨. The warriou's dress.
୩. ରଣ ବେଶ —୩. Battle dress; war-like accutrements.
୪. ଯୁଦ୍ଧାର୍ଥସୈନ୍ୟ— ସମାବେଶ —୪. Battle array.