ରଣ ହଂସ
ବର୍ଣ୍ଣବୃତ୍ତ ବିଶେଷ —A kind of poetical composition.
[ଦ୍ରଷ୍ଟବ୍ୟ —ଏଥିର ପ୍ରତ୍ୟେକ ଚରଣରେ ସଗଣ, ଜଗଣ, ଭଗଣ ଓ ରଗଣ ଥାଏ; ଏହାର ଅନ୍ୟ ନାମ ମନହଂସ, ମାନହଂସ ଓ ମାନହଂସ— ହିନ୍ଦୀ - ଶ]