ରତର୍ଦ୍ଧିକ
ଦେଖଣା
ରତର୍ଦ୍ଧିକ
ଉଚ୍ଚାରଣ
[ସମ୍ପାଦନା]ସଂସ୍କୃତ - ବିଶେଷ୍ୟ - (ରତ=ଆନନ୍ଦ+ଋଷି=ବୃଦ୍ଧି+କୃ ଧାତୁ+କର୍ତ୍ତୃ. ଅ)
[ସମ୍ପାଦନା]- ୧. ଦିବସ —୧. Day.
- ୨. ସୁଖସ୍ନାନ —୨. A pleasure-bath; bathing for pleasure.
- ୩. ଅଷ୍ଟମଙ୍ଗଳ; ଆଠଗୋଟି ଶୁଭସୂଚକ ବସ୍ତୁର ସମନ୍ୱୟ; ଆଠପ୍ରକାର ମାଙ୍ଗଲ୍ୟ ଦ୍ରବ୍ୟ —୩. The aggregate of ୮ auspicious objects.
[ଯଥା—ବ୍ରାହ୍ମଣ, ଗୋ, ଅଗ୍ନି, ସ୍ୱର୍ଣ୍ଣ, ଘୂତ, ଆଦିତ୍ୟ, ଜଳ ଓ ରାଜା;
ମତାନ୍ତରରେ—ସିଂହ, ବୃଷ, ହସ୍ତୀ ଜଳକୁମ୍ଭ, ବ୍ୟଜନ ଧ୍ୱଜ, ଶଙ୍ଖ ଓ ଦୀପ]
- ୪. ଚାରିଖୁରା, ପୁଚ୍ଛ, ମୁଖ, ବକ୍ଷସ୍ଥଳ ଓ ପୃଷ୍ଠ, ଏହି ଆଠଗୋଟି ସ୍ଥାନରେ ମଙ୍ଗଳସୂଚକ ଶ୍ୱେତଚିହ୍ନ ଯୁକ୍ତ ଅଶ୍ୱ —୪. A horse with auspicious white patches on eight parts of its body.