ରତାଳିଆ
ସମ୍ପୂର୍ଣ୍ଣରୂପେ ଶୁଖି ନ. ପାରି ରକ୍ତବର୍ଣ୍ଣ ଦେଖାଯିବା [ବଡ଼ି] —Looking reddish on account of not being dried up completely (said of balls of corn-paste)
[ପ୍ରୟୋଗ—ବଡ଼ି ରତାଳିଆ ହୋଇଛି]