Jump to content

ରତା ମାରିବା

ଉଇକିଅଭିଧାନ‌ରୁ

ରତା ମାରିବା

ଦେଶଜ - ବିଶେଷ୍ୟ -

[ସମ୍ପାଦନା]

ପ୍ରାୟ ସନ୍ଧ୍ୟା ହେବା; ଅଳ୍ପ ଅଳ୍ପ ଦିନ ଥିବା

=== କ୍ରି.

(ରତା ବା ଶିଙ୍ଗି ମାଛ) ଗାଲିଶିରେ ଥିବା କଣ୍ଟାଦ୍ୱାରା ମାଛଧରାଳିର ହାତ ଆଦିକୁ ବିନ୍ଧିବା



ରତା ମାରିବା

ଉଚ୍ଚାରଣ

[ସମ୍ପାଦନା]

$1

  • (file)
  • (file)

ଉଚ୍ଚାରଣ

[ସମ୍ପାଦନା]

(ଦିନ ରତା ମାରିବା, ସୂର୍ଯ୍ୟ ରତା ମାରିବା—ଅନ୍ୟରୂପ)

ଦେଶଜ - ବିଶେଷ୍ୟ - (ସଂସ୍କୃତ - ରକ୍ତ; ସୂର୍ଯ୍ୟାସ୍ତ ସମୟରେ ପଶ୍ଛିମାକାଶର ରକ୍ତିମା)

[ସମ୍ପାଦନା]

ସୂର୍ଯ୍ୟାସ୍ତ ହେଉଥିବା ସମୟ; ଦିନ ରତରତ ହେବା —The time when the sun is setting

ଦେଶଜ - କ୍ରିୟାପଦ -

[ସମ୍ପାଦନା]
୧. (ସୂର୍ଯ୍ୟ କର୍ତ୍ତା ସଙ୍ଗେ ବ୍ୟବହୃତ)—ଅସ୍ତାଚଳୋ— ନ୍ମୁଖ ହେବା; ବୁଡ଼ିବାର ଉପକ୍ରମ କରିବା —୧. (The sun) About to set.
୨. (ଦିନ କର୍ତ୍ତା ସଙ୍ଗେ ବ୍ୟବହୃତ); ବୁଡ଼ିବାର ଉପକ୍ରମ ହେବା —୨. (The day) About to close.