Jump to content

ରତିଏ

ଉଇକିଅଭିଧାନ‌ରୁ

ରତିଏ

ଉଚ୍ଚାରଣ

[ସମ୍ପାଦନା]
  • (file)

ଅନୁବାଦ

[ସମ୍ପାଦନା]

ଦେଶଜ - ଅ

[ସମ୍ପାଦନା]
୧. ଏକ ରତିମାତ୍ର; ଓଜନରେ ୧ରତି — ୧. One rati of ୪ grains only.
୨. (ଲକ୍ଷଣାର୍ଥ) ଅତି ସାମାନ୍ୟ ପରିମାଣବିଶିଷ୍ଟ — ୨. (figurative) Very slight; a particle of

[ଯଥା—ତୋ କଥାରେ ରତିଏ ସତ ନାହି]

୩. ଅତି ସାମାନ୍ୟରେ —୩. Very slightly.

[ଉ— ରତିଏ ସେ ଯହିଁ ତୁଳନା ନୋହିଲା—ଭଞ୍ଜ. କୋଟିବ୍ରହ୍ମାଣ୍ଡ ସୁନ୍ଦରୀ]