ରତି କାମୀ
(ରତିକାମ, ରତୀଚ୍ଛ, ରତୀଚ୍ଛୁକ—ଅନ୍ୟରୂପ)
(ରତିକାମିନୀ—ସ୍ତ୍ରୀ)
(ରତିକାମନା, ରତୀଚ୍ଛା—ବିଶେଷ୍ୟ)
ରମଣେଚ୍ଛୁ; କାମୁକ —Amorous; libidinous; soliciting coition.