ରତି ଖେଦ
[ରତି କ୍ଳାନ୍ତି, ରତିଗ୍ଳାନି, ରତିଶ୍ରମ, ରତିଶ୍ରାନ୍ତି—ଅନ୍ୟରୂପ]
ରତିକ୍ରିୟାଜନିତ ଅବସାଦ ବା ଗ୍ଳାନି —Langour due to sexual enjoyment.