Jump to content

ରତି ଗୃହ

ଉଇକିଅଭିଧାନ‌ରୁ

ରତି ଗୃହ

ଉଚ୍ଚାରଣ

[ସମ୍ପାଦନା]

ରତି ସଦନ, ରତି ଭବନ, ରତି ମନ୍ଦିରଅନ୍ୟରୂପ

ସଂସ୍କୃତ - ବିଶେଷ୍ୟ - (ମ. ପ. ଲୋ)

[ସମ୍ପାଦନା]
୧. ରତିକୁହର (ଦେଖ) - — Ratikuhara. (See)
୨: କେଳିମନ୍ଦିର; ସ୍ତ୍ରୀ ପୁରୁଷଙ୍କ ରତିକ୍ରୀଡ଼ା ଯେଉଁ ଗୃହରେ ହୁଏ —୨. A room where a couple copulate.
୩. କ୍ରୀଡ଼ା — ମନ୍ଦିର —୩. A pleasure house. (Apte)
୪. ବେଶ୍ୟାଗୃହ —୪. A brothel (See)