Jump to content

ରତି ଚେଷ୍ଟା

ଉଇକିଅଭିଧାନ‌ରୁ

ରତି ଚେଷ୍ଟା

ଉଚ୍ଚାରଣ

[ସମ୍ପାଦନା]

[ପତିଚେଷ୍ଟିତ—ଅନ୍ୟରୂପ]

ସଂସ୍କୃତ - ବିଶେଷ୍ୟ - (୭ମୀ ତତ୍)

[ସମ୍ପାଦନା]

କାମଚେଷ୍ଟା; ରମଣ ସମ୍ୱନ୍ଧୀୟ ବିବିଧ ଆନୂସଙ୍ଗିକ ଓ ଆନୂପୂର୍ବିକ କର୍ମ ===

[ଯଥା—ଆଲିଙ୍ଗନ, ଚୁମ୍ୱନ, ଦନ୍ତ— ନଖ କ୍ଷତ, ଚନ୍ଦ୍ରଚାଳନ, ଅପାଙ୍ଗଦୃଷ୍ଟି, ସ୍ତନମର୍ଦ୍ଦନ) — Acts preliminary to and done in the course of sexual congress (e, g, embracing, kissing, scratching with the finger-nails and teeth, patting on different limbs of exdcite passion, casting amorous glances, assuming different suggestive postures, pressing of the woman's breast.)