ରତି ନାଗ
ଦେଖଣା
ରତି ନାଗ
ଉଚ୍ଚାରଣ
[ସମ୍ପାଦନା]ସଂସ୍କୃତ - ବିଶେଷ୍ୟ -
[ସମ୍ପାଦନା]ରତି ବନ୍ଧ ବିଶେଷ; କାମଶାସ୍ତ୍ରୋକ୍ତ ଷୋଡ଼ଶ ବନ୍ଧ ମଧ୍ୟରୁ ପଞ୍ଚଦଶ ବନ୍ଧ [ଦ୍ରଷ୍ଟବ୍ୟ —କାମୁକକୁ କାମିନୀ ଉରୁ ବା ଜଘଂଦ୍ୱାରା ଜାକି ସଙ୍ଗମ କରିବା—ରତିମଞ୍ଜରୀ] — A sort or posture (out of the ୧୬ postures described in the standrd Sanskrit works on coition) in which the partners press their thighs against each other.
[ଦ୍ରଷ୍ଟବ୍ୟ —ଏଥିର ବିପରୀତ ରୀତିପାଶକ ବନ୍ଧ]