ରତି ପାଶ
ଦେଖଣା
ରତି ପାଶ
ଉଚ୍ଚାରଣ
[ସମ୍ପାଦନା](ରତି ପାଶକ—ଅନ୍ୟରୂପ)
ସଂସ୍କୃତ - ବିଶେଷ୍ୟ -
[ସମ୍ପାଦନା]- ୧. କାମ ଶାସ୍ତ୍ର ବର୍ଣ୍ଣିତ ଷୋଡ଼ବନ୍ଧ ମଧ୍ୟ ଏକତମ — ୧. One of the postures during coition.
[ଦ୍ରଷ୍ଟବ୍ୟ —ଏ ବନ୍ଧରେ ରମଣକାଳରେ ଊରୁ— ଯୁଗ୍ମଦ୍ୱାରା କାମୁକ ରମଣୀକୁ ପୀଡ଼ନ କରେ ଏହାର ବିପରୀତ ଗତିନାଗ ବନ୍ଧ] ===
- ୨. ନିଜର ଜଙ୍ଘର ତଳ ବାଟେ ନିଜର ଦୁଇ ହାତକୁ ବୁଲାଇ କରଦ୍ୱାରା ସ୍ତନ ଧାରଣ ପୂର୍ବକ ପୁରୁଷର ମୈଥୁନ —୨. Another posture in coition.