Jump to content

ରତି ପ୍ରିୟ

ଉଇକିଅଭିଧାନ‌ରୁ

ରତି ପ୍ରିୟ

ଉଚ୍ଚାରଣ

[ସମ୍ପାଦନା]
(ରତିପ୍ରିୟା—ସ୍ତ୍ରୀ) 

(ରତିପ୍ରିୟତା—ବି)

ସଂସ୍କୃତ - ବିଶେଷଣ - ପୁଲିଙ୍ଗ -

[ସମ୍ପାଦନା]

(ବହୁବ୍ରିହୀ) କାମୁକ; ରମଣପ୍ରିୟ — Amorous; lecherous; fond of sexual intercourse.

=== ସଂସ୍କୃତ - ବିଶେଷ୍ୟ -(୬ଷ୍ଠୀ ତତ୍)

କାମଦେବ; ମଦନ —upid.