Jump to content

ରତି ଫଳ

ଉଇକିଅଭିଧାନ‌ରୁ

ରତି ଫଳ

ଉଚ୍ଚାରଣ

[ସମ୍ପାଦନା]

ଅନୁବାଦ

[ସମ୍ପାଦନା]

(ରତିଫଳ ଗଛ—ଅନ୍ୟରୂପ)

ସଂସ୍କୃତ - ବିଶେଷଣ -

[ସମ୍ପାଦନା]

(ବହୁବ୍ରିହୀ)ରତି ମୁଖ ଉତ୍ପାଦକ —Productive of sexual pleasure (M.W.)

ଦେଶଜ - ବିଶେଷ୍ୟ -

[ସମ୍ପାଦନା]

ଏକପ୍ରକାର ପୁଷ୍ପାଧାରୀ ଗୁଳ୍ମ — The canna plant; the Indiab shot; Canna Indica; Canna Indicum.

[ଦ୍ରଷ୍ଟବ୍ୟ —ଏହି ଜାତୀୟ ଭିନ୍ନ ଭିନ୍ନ ଗୁଳ୍ମର କାଣ୍ଡରେ ତୋଫା ଓ ଫକ୍କାନାଲି, ହଳଦିଆ ଓ ଛାପ୍ଛାପିକା, ଏହିପରି ନାନା ପ୍ରକାରର ଫୁଲ ଫୁଟେ ଗଛ ହଳଦି ଗଛ ପରି ଓ ଉଚ୍ଚତାରେ୨୩: ହାତ ବଢେ ଏହାର ଫଳ କାଙ୍କଡ଼ ପରି ଓ ଏହି ଫଳୋକୋଷ ମଧ୍ୟରେ ଥିବା ମଞ୍ଜି କାଇଞ୍ଚ ବା କପାମଞ୍ଜି ପରି ଗୋଲ ଓ କଳା କଳା କାଇଞ୍ଚ ପରିବର୍ତ୍ତରେ ବଣିଆ ମାନେ ନିକିତିରେ ଧାତୁ ଆଦି ଓଜନ କରିବାପାଇଁ ଏ ମଞ୍ଜି ବ୍ୟବହାର କରନ୍ତି ଏ ଗଛ ବିଦେଶାଗତ ଏ ଗଛର ଫୁଲ ଶୀତ ଦିନରେ ଫୁଟେ ଫୁଲର ବାସନା ନାହିଁ, କିନ୍ତୁ ଫୁଲର ତୋଫା ଉଜ୍ଜ୍ୱଳ ବର୍ଣ୍ଣ ଯୋଗୁଁ ଲୋକେ ସଉକିରେ ଫୁଲବଗିଚାରେ ଏ ଗଛକୁ ଧାଡ଼ି ଧାଡ଼ି କରି ଲଗାନ୍ତି ଏହା ପ୍ରତିବର୍ଷ ମରିଯାଏ ଓ ମଞ୍ଜିରୁ ବା କନ୍ଦରୁ ପୁଣି ଗଛ ଉତୁରାଯାଏ]