Jump to content

ରତି ରଙ୍ଗୀ

ଉଇକିଅଭିଧାନ‌ରୁ

ରତି ରଙ୍ଗୀ

ଉଚ୍ଚାରଣ

[ସମ୍ପାଦନା]

ରତିରଙ୍ଗିନୀ, ରତିରଙ୍ଗିଣୀ—ସ୍ତ୍ରୀ

ସଂସ୍କୃତ - ବିଶେଷଣ - ପୁଂ[ରତିରଙ୍ଗିନ୍; ୧ମା. ୧ବ]

[ସମ୍ପାଦନା]
୧. ରତି — ରଙ୍ଗରେ ପାରଙ୍ଗମ; ରତି କୁଶଳ; ସୁରତରଙ୍ଗୀ — ୧. Expert in the art of copulation.
୨. (ରତିରଙ୍ଗ+ଇନ୍ ୧ମା. ୧ବ)— ସୁରତିରେ ମାତିଥିବା; ରତି କ୍ରୀଡ଼ାରେ ମତ୍ତ —୨. Engaged in the enjoyment of the pleasutes of coition.