Jump to content

ରତୋନ୍ମାଦ

ଉଇକିଅଭିଧାନ‌ରୁ

ରତୋନ୍ମାଦ

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବିଶେଷ୍ୟ - (୭ମୀ ତତ୍)

[ସମ୍ପାଦନା]
୧. ଅପୂର୍ଣ୍ଣକାମବୃତ୍ତି ଯୁବକ — ଯୁବତୀଙ୍କଠାରେ ଦେଖାଯିବା ଉନ୍ମାଦ ରୋଗବିଶେଷ; କାମୋନ୍ନାଦ; ରମଣ କରିବା ପାଇଁ ଅସ୍ୱାଭାବିକ ଇଚ୍ଛାଯୁକ୍ତ ପାଗଳାମି; ମତ୍ତକାଇ (ଏହା ସ୍ତ୍ରୀ ଓ ପୁରୁଷ, ଉଭୟଙ୍କୁ ଧରେ) —୧. Andromania; nymphomania; Furor Uterinus; madness culminating in intense desire for coition; Satyriasis Hysteromanioa.
୨. ଅତିରିକ୍ତ ରମଣେଛା — ୨. Excessive sexual desire.