Jump to content

ରତ୍ତା

ଉଇକିଅଭିଧାନ‌ରୁ

ରତ୍ତା

ଉଚ୍ଚାରଣ

[ସମ୍ପାଦନା]

ଅନୁବାଦ

[ସମ୍ପାଦନା]

ଦେଶଜ - ବିଶେଷ୍ୟ - (ସଂସ୍କୃତ - ରକ୍ତ ମତ୍ସ୍ୟ)

[ସମ୍ପାଦନା]
୧. ମାଗୁରଜାତୀୟ ଛୋଟ ଓ ଈଷତ୍ ରକ୍ତାଭ ଅଶକଳୀ ମତ୍ସ୍ୟ —୧. A kind of scaleless fish; Clarius Raktāk.
୨. ମୁଖର ଗ୍ଳାନିବିଶେଷ; ମୁଖର ରକ୍ତାଭ ହେବା ରୋଗ— ବିଶେଷ —୨. A kind of rosy discoloration of the face.
୩. (ସଂସ୍କୃତ - ରତ) ଆସକ୍ତି —୩. Attachment.

[ଉ—ବ୍ୟାଧି ବୃଦ୍ଧି ସୀତା ମଧୁରତା ରତା ମୁଞ୍ଚ ଯେ—ଭଞ୍ଜ. ବୈଦେହୀଶବିଳାସ]

ଦେଶଜ - ବିଶେଷଣ -

[ସମ୍ପାଦନା]

ଅନୁରକ୍ତ; ଆସକ୍ତ —Devoted to; attached to.

[ଉ—ବୈଜୟନ୍ତୀମାଳାଧରଣୀ କରତା, ବର୍ଷ୍ମ ଧରି କେଉଁ ଧରିତ୍ରୀଶ କୁଳେ ରତା— ଭଞ୍ଜ. ବୈଦେହୀଶବିଳାସ]

ଗ୍ରାମ୍ୟ - ବିଶେଷଣ - (ସଂସ୍କୃତ - ରକ୍ତାଭ)

[ସମ୍ପାଦନା]


ରକ୍ତବର୍ଣ୍ଣବିଶିଷ୍ଟ —Red.

[ଉ—କଳିତ କୋମଳ ବାହୁଲତା ରତା ପାଣି, ଶିରିଷ ମାଳାରେ କୋକଦନ ଝୁମ୍ପା ଜାଣି—ଶିଶୁଶଙ୍କର. ଉଷାଅଭିଳାଷ]