Jump to content

ରତ୍ତି

ଉଇକିଅଭିଧାନ‌ରୁ

ରତ୍ତି

ଉଚ୍ଚାରଣ

[ସମ୍ପାଦନା]

(ରତ୍ତିକା—ଅନ୍ୟରୂପ)

ସଂସ୍କୃତ - ବିଶେଷ୍ୟ - (ରମ୍ ଧାତୁ+କରଣ. ତି; ନିପାତନସିଦ୍ଧ)

[ସମ୍ପାଦନା]
୧. ରକ୍ତିକା; ଗୁଞ୍ଜା; କାଇଞ୍ଚ; ନାଲି କାଇଞ୍ଚ —୧. A red berry or seed from a pod-bearing creeper; Abrus Precatious (the seed of which is used as a standared of weight by goldsmiths).
୨. ମଣ୍ଡା କାଇଞ୍ଚ ୨. A red seed; Adonanthera Panonina.
୩. ରତି; ଏକ କାଇଞ୍ଚ ପରିମାଣ ଓଜନ- ୩. A standard of weight of four grains.

[ଦ୍ରଷ୍ଟବ୍ୟ —୪ଧାନ=୧ ରତି, ୮ରତି=୧ମସା, ୧ ମସା=୧ ଭରି=୧ ତୋଳା ଧାନ୍ୟ=ଧାନ=ଯବ ଧାନର ଓଜନ ରତି=ରକ୍ତିକା=କାଇଞ୍ଚ ଓଜନ ମସା= ମାଷକ= ବିରିର ଓଜନ ତୋଳା=ତୋଳକ=୧ ଟଙ୍କାର ଓଜନ ୪ ଧାନରେ ୧ ରତି ହୁଏ; ଏ ରତି ସାଧାରଣ କାଇଞ୍ଚ ନୁହେଁ କାରଣ, ଗୋଟିଏ ସାଧାରଣ କାଇଞ୍ଚର ଓଜନ ୪ଟି ଯବାଧାନର ଓଜନଠାରୁ କମ; ରତି ଏକ ମଣ୍ଡା କାଇଞ୍ଚର ଓଜନ ଅଟେ]

୪. ଅତି ସାମାନ୍ୟ ପରିମାଣ; ଅତି ସାମାନ୍ୟ ପରିମିତ ପଦାର୍ଥ— ୪. A very li୯ttle thing; very small thing.